BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ସୁବର୍ଣ୍ଣପୁର, ୩୦/୯ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ରାଜ୍ୟ ସରକାର ଗତକାଲି ପୋଲିସ ବିଭାଗ ରେ ବଡ଼ ଧରଣର ଅଦଳ ବଦଳ କରିଛନ୍ତି l ଏ ନେଇ ଗତକାଲି ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି l ବିଜ୍ଞପ୍ତି ଅନୁଯାୟୀ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ୟଶପ୍ରତାପ ଶ୍ରୀମାଲ ଙ୍କୁ ଯାଜପୁର ଆରକ୍ଷୀ ଅଧିକ୍ଷକ ଭାବରେ ବଦଳି ହୋଇଥିବା ବେଳେ ରାମପ୍ରସାଦ ସାହୁ ଙ୍କୁ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ଭାବରେ ବଦଳି ହୋଇଛି l ଶ୍ରୀ ସାହୁ ରାଜ୍ୟ ପୋଲିସ ମୁଖ୍ୟ କାର୍ଯ୍ୟାଳୟ ରେ କାର୍ଯ୍ୟରତ ଥିଲେ l ସେହିପରି ବୌଦ୍ଧ ର ନୂତନ ଆରକ୍ଷୀ ଅଧିକ୍ଷକ ଭାବରେ ଆଇପିଏସ ନାଗରାଜ ଦେଭରାକୋଣ୍ଡା ଙ୍କୁ ନିଯୁକ୍ତି ମିଳିଛି l ବୌଦ୍ଧ ରେ ଥିବା ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦ ଙ୍କୁ ବାଲେଶ୍ୱର ଆରକ୍ଷୀ ଅଧିକ୍ଷକ ଭାବରେ ବଦଳି ହୋଇଛି l