BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ସୁବର୍ଣ୍ଣପୁର, ୨୯/୯  ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ):ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଳକ କୋଟସମଲାଇ ଗ୍ରାମ ରେ ଆଜି ଅପରାହ୍ନ 4 ଟାରେ ବିଲ ରେ କାମ କରୁଥିବା ସମୟରେ ହଠାତ୍  ବଜ୍ରାଘାତ ହୋଇଥିଲା। ସେହି ବଜ୍ରାଘାତ ରେ 4 ଜଣ ମହିଳା ଗୁରୁତର ହୋଇଛନ୍ତି। ଫଳରେ ଗୁରୁତର ଅବସ୍ଥାରେ ଅଚେତ ହୋଇ ଯାଇଥିଲେ।ତା ପରେ ଗାଁ ଲୋକଙ୍କ  ଦ୍ବାରା ସେହି ଗୁରୁତର ମହିଳା ଙ୍କୁ ଉଦ୍ଧାର କରାଯାଇଥିଲା।ତା ପରେ ଗାଁ ଲୋକେ ଅଗ୍ନିଶମବାହିନୀ ଓ ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ପହଞ୍ଚି ସୁବର୍ଣ୍ଣପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ରେ ଭର୍ତ୍ତି କରିଥିବା ଜଣାପଡିଛି।