BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ସୁବର୍ଣ୍ଣପୁର, ୨୯/୯ ପଶ୍ଚିମ ଓଡିଶା ବାର୍ତ୍ତା (ଉଗ୍ରସେନ କର୍ମୀ): ସୋନପୁର ସ୍ଥିତ ଥନାପତି ପଡ଼ା ର ଅବସର ପ୍ରାପ୍ତ ଶିକ୍ଷକ କେଦାରନାଥ ପୂଜାହାରୀଙ୍କ ହଠାତ୍ ଅକାଳ ବିୟୋଗ ହୋଇଯାଇଛି l ମୃତ୍ୟୁ ବେଳକୁ ତାଙ୍କୁ ୭୪ ବର୍ଷ ବୟସ ହୋଇଥିଲା। ସେ ଜଣେ ସଚ୍ଚୋଟ, ପରୋପକାରୀ, ଉଦାରବାଦୀ ବ୍ୟକ୍ତିତ୍ଵ ଥିଲେ। ଉତ୍ତମ ଶିକ୍ଷକ ଭାବରେ ଝିଙ୍କି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଅନେକ ଦିନ କାର୍ଯ୍ୟ କରି ଅନେକ ଉତ୍ତମ ଛାତ୍ର ସୃଷ୍ଟି କରିଥିଲେ । ତାଙ୍କର ଅକାଳ ବିୟୋଗରେ ସୋନପୁର ଅଂଚଳ ରେ ଶୋକର ଛାୟା ଖେଳିଯାଇଛି l ଆତ୍ମୀୟ ସ୍ୱଜନ ଓ ସମସ୍ତ ପରିବାର ବର୍ଗ ତାଙ୍କର ଅମର ଆତ୍ମା ର ସଦଗତି ପାଇଁ ପ୍ରାର୍ଥନା କରୁଛନ୍ତି l