BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

   ପଣ୍ଡିତ ଆଶୁତୋଷ ପାଣିଗ୍ରାହୀ (ଜ୍ୟୋତିଷ ପ୍ରବୀଣ)

ଜ୍ୟୋତିଭବନ
ମୋ -9938048300

ମେଷ - ନୂଆ କାର୍ଯ୍ୟକୁ ନେଇ ଉତ୍ସାହିତ ରହିବେ। ପାରିବାରିକ ସମ୍ପର୍କ ଘନିଷ୍ଠ ହେବ। ଚାକିରିରେ ଦରମା ବୃଦ୍ଧିର ସୂଚନା ମିଳିପାରେ ।

ବୃଷ - ଇଷ୍ଟଦେବଙ୍କୁ ଆରାଧନା କରନ୍ତୁ, ଦିନଟି ଭଲରେ କଟିବ। ଆପଣ ନିଜ କାମରେ ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଦେବେ। ଛାତ୍ରଙ୍କ ଲାଗି ଦିନଟି ଅନୁକୂଳ ।
 
ମିଥୁନ - ଆପଣଙ୍କ ସକାରାତ୍ମକ ବ୍ୟବହାର ଲୋକଙ୍କୁ ପ୍ରଭାବିତ କରିବ। କାର୍ଯ୍ୟରେ ସଫଳତା ବଜାୟ ରଖିବେ। ଆର୍ଥିକ ସ୍ଥିତି ମଜଭୁତ ହେବ ।

କର୍କଟ - ଆପଣଙ୍କ ପ୍ରତି ଲୋକମାନଙ୍କ ବିଶ୍ବାସ ଅକ୍ଷୁଣ୍ଣ ରହିବ। ବ୍ୟବସାୟରେ ଲାଭ ପାଇବେ। ଚାକିରିରେ କର୍ତ୍ତୃତ୍ବ ବଢ଼ିବ। ଛାତ୍ରଛାତ୍ରୀମାନେ ଖୁସି ମିଜାଜର ରହିବେ ।

ସି˚ହ - ନୂଆ କାମ ଆରମ୍ଭ ଏବ˚ ସମସ୍ୟାର ସମାଧାନ ପାଇଁ ଭାଗ୍ୟର ସହଯୋଗ ପାଇବେ। ସୁସମ୍ବାଦ ମିଳିପାରେ। ବୈବାହିକ ଜୀବନ ଭଲ ରହିବ ।

 କନ୍ୟା - ସମ୍ମାନିତ ଲୋକଙ୍କ ସହିତ ସାକ୍ଷାତ୍ ଆଲୋଚନା ହେବ। ଅଫିସରେ ନୂଆ ଦାୟିତ୍ବକୁ ଭଲଭାବେ ନିର୍ବାହ କରିବେ। ବାହନ କିଣିବା ଲାଗି ମନ ବଳିବ ।

ତୁଳା - କର୍ମ ଜୀବନରେ ଲାଗି ରହିଥିବା ବିବାଦ ସମାପ୍ତ ହେବ। ଧନଲାଭର ସୁଯୋଗ ଆସିବ। ଘରକୁ ଅତିଥି ଆସିପାରନ୍ତି। ପ୍ରେମ ସମ୍ବନ୍ଧ ନିବିଡ଼ ହେବ ।

ବିଛା - ପ୍ରଭାବଶାଳୀ ଲୋକଙ୍କ ସହଯୋଗ ଆପଣଙ୍କ ଉତ୍ସାହ ବଢ଼ାଇବ। ଲାଗି ରହିଥିବା ବିବାଦର ସାମାଧାନ ହୋଇଯିବ। ଆର୍ଥିକ ସ୍ଥିତିରେ ପ୍ରଗତି ହେବ ।

ଧନୁ - ମହତ୍ତ୍ବପୂର୍ଣ୍ଣ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିବେ। କାରବାରରେ ସ୍ଥଗିତ କାମ ପୂରା ହେବ। ଦୂର ସମ୍ପର୍କୀୟଙ୍କ ସହ ସୁଖଦ ବାର୍ତ୍ତାଳାପ କରିବେ ।

ମକର - ଶକ୍ତି ଓ ପ୍ରେରଣା ମନ ଭରି ରହିବ। କୌଣସି ବଡ଼ ନିଷ୍ପତ୍ତି ନେଇପାରନ୍ତି। ଆର୍ଥିକ ସ୍ଥିତି ପୂର୍ବ ଅପେକ୍ଷା ମଜଭୁତ ହେବ। ଜୀବନ ସାଥୀଙ୍କ ଭରସା ହାସଲ କରିବେ ।

କୁମ୍ଭ - କ୍ଷମତାରେ ଥିବା ଲୋକଙ୍କ ସହିତ ସ˚ପର୍କ ବଢ଼ିବ। ତାଙ୍କ ଜରିଆରେ ଭବିଷ୍ୟତରେ ଲାଭ ପାଇବେ। ମହିଳାମାନଙ୍କର ଗଳ୍ପ କବିତା ଆଦିରେ ରୁଚି ବଢ଼ିବ ।

ମୀନ - ନୂଆ ଲୋକଙ୍କ ସହ ମଧୁର ଆଳାପ ହେବ। ସ୍ବାଦିଷ୍ଠ ଖାଦ୍ୟ ଭୋଜନ କରିବେ। ବ୍ୟବସାୟିକ କାମରେ ଦୂରସ୍ଥାନକୁ ଯାତ୍ରା କରିବାକୁ ପଡ଼ିପାରେ ।