BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ପାଇକମାଲ, ୧୪/୯ (ପଶ୍ଚିମ ଓଡିଶା ବାର୍ତ୍ତା): ଅନେକ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ଉଦ୍ଧାର କରି ଆସୁଥିବା ଶିକ୍ଷକ ଦିବସ କୁମାର ସାହୁ ଆଜି ନିଜେ ଦୁର୍ଘଟଣାର ଶିକାର ହୋଇଛନ୍ତି, ନିଜ ଘର ପାଖରୁ ରାସ୍ତା ପାରି ହେଇ ଯାଉଥିବା ସମୟରେ ଭୁଲ ରାସ୍ତାରେ ଆସି ଜଣେ ବାଇକ ଆରୋହି ଧକ୍କା ଦେଇଥିଲେ।ଶିକ୍ଷକ ଶ୍ରୀ ସାହୁଙ୍କୁ ଆଘାତ ଲାଗିଥିବା ବେଳେ ବର୍ତ୍ତମାନ ବିପଦମୁକ୍ତ ଥିବା ସୂଚନା ରହିଛି।ସେ ନିଜେ ସେଠାରୁ ନିଜେ ଉଠି ନିଜର କର୍ତ୍ତବ୍ୟ ନ ଭୁଲି ଝାରବନ୍ଧରେ ହେଉଥିବା ବ୍ଲକ ସ୍ତରୀୟ କବାଡି ପ୍ରତିଯୋଗିତାରେ ନିଜକୁ ସାମିଲ କରିଥିଲେ।ବାଇକ ମଧ୍ୟରେ ଟକ୍କର ଜୋରଦାର ଥିଲା।