BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

କଲମପୁର, ୧୦/୭ ପଶ୍ଚିମ ଓଡିଶା ବାର୍ତ୍ତା (ଭୋଜରାଜ ଛତ୍ରିଆ): କଲମପୁର ବ୍ଲକ ଅଧିନସ୍ତ ହାରାମାଲ ପଂଚାୟତର ପରୁଆଗୁଡା ଗ୍ରାମର ପଟେଲପଡା ଠାରେ ଘଟିଛି ଏକ ଅଘଟଣ ।ଦୁର୍ବୁତ୍ତ ଦୈତାରି ପଟେଲ ପିତା ଭଗବାନ ପଟେଲ ଡିହଜାଗା ପାଇଁ ସାଜିଛି ଅମଣିଷ । ସାହିର କୃଷ୍ଣପ୍ରିୟା ପଟେଲ ସ୍ୱାମୀ ବିଶ୍ୱନାଥ ପଟେଲ ଙ୍କୁ କରିଛି ଛୁରାମାଡ଼ ପେଟ, ଛାତି ଆଉ ପାଟି ରେ ଛୁରୀ ଲଗାଇବା ସହ ଅବିବେକି ମଣିଷ ଶେଷରେ  ତିନି ମାସ ର ଶିଶୁ ଙ୍କୁ ମଧ୍ୟ ଛାଡିଲା ନାହଁ ଛାତି ରେ ଗୋଡ଼ ପକାଇ  ମକଚି ଦେବାରୁ ଆଇ ନାତି ଗୁରୁତର ।
ଏ ବିଷୟରେ ସାହିଲୋକ ଜାଣି ତୁରନ୍ତ ପୋଲିସ ଙ୍କୁ ଫୋନ କଲା ପରେ ଘଟଣା ସ୍ଥଳ ରେ ପୋଲିସ ଆସି ଦୁର୍ବୁତ୍ତ ଙ୍କୁ କଲେ କାବୁ ।ପୋଲିସ ସୂଚନା ଅନୁସାରେ ସାଇନ୍ସଟିକାଲ ଟିମ ପହଂଚି ଘଟଣା ତଦନ୍ତ କରୁଥିବା  ସୂଚନା ଦେଇଛନ୍ତି ପୋଲିସ  ବର୍ତମାନ ଆହତ ଦୁଇ ଆଇ ଓ ନାତିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଗୁରୁତର ହେବାରୁ କଲମପୁର ଚିକିତ୍ସାଳୟ ରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନତରିତ କରାଯାଇଥିବା  ସୂଚନା ମିଳିଛି ।