BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

କଳାହାଣ୍ଡି, ୨୧/୬ ପଶ୍ଚିମ ଓଡିଶା ବାର୍ତ୍ତା (ରୋହିତ ବାଗ): ଜୁନାଗଡ଼ ବ୍ଲକ ଦାସିଗାଁ ଗ୍ରାମରେ କ୍ରିକେଟ ଟୁର୍ନାମେଣ୍ଟ ଉଦଘାଟିତ ହୋଇଯାଇଛି। ତା.୨୧/୦୬/୨୪  ଠାରୁ ଖେଳ ଆରମ୍ଭ ହୋଇଥିବା ବେଳେ ତା.୨୯/୦୬/୨୪  ରେ ସମାପ୍ତ ହେବ | ସମୁଦାୟ ଟିମ ୧୬ଟି ଖେଳ ପରିଦର୍ଶନ କରିବେ, କ୍ରୀଡା ସଂଗଠନ ର ସଭାପତି ଲିଙ୍କନ କୁମାର ବାଗ, ଉପସଭାପତି ନରେଶ ବେମାଲ ଓ କମିଟିର ସମସ୍ତ ସଦଶ୍ୟ ମିଶି ଖେଳକୁ ସୁନ୍ଦର ଭାବରେ ଆଗକୁ ବଡେ଼ଇଛନ୍ତି | ପ୍ରଥମ ଦିନରେ ଯୁବ ସାମ୍ବାଦିକ ରୋହିତ ବାଗ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ, ଖେଳରେ ଅମପିଆର ଭାବରେ ଦାୟିତ୍ୱ ତୁଲାଇଥିଲେ ମୁନା ବେମାଲ ଓ ଜଗତ କୁମାର,  ପ୍ରଥମ ଖେଳ ଦାସିଗାଁ ଓ ଅମ୍ବାଦୋଳା ମଧ୍ୟ ରେ ଖେଳ ଆରମ୍ଭ ହୋଇଥିଲା ଯାହା ଫଳରେ ଅମ୍ବାଦୋଳା ଟିମ ବିଜୟୀ ଲାଭ କରିଥିଲା ଏବଂ ଦ୍ଵିତୀୟ ଖେଳ ରେ ଚିଲକପୁର ଓ କୋଟାଗାଁ ମଧ୍ୟ ରେ ଖେଳ ଚାଲିଥିଲା ଏହି ଖେଳରେ ମଧ୍ୟ୍ୟ କୋଟାଗାଁ ଟିମ ବିଜୟୀ ଲାଭ କରିଛି |