BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ପାଇକମାଲ, ୧୧/୫ (ପଶ୍ଚିମ ଓଡିଶା ବାର୍ତ୍ତା): ନିର୍ବାଚନ ତାରିଖ ଯେତେ ପାଖେଇ ଆସୁଛି, ପ୍ରାର୍ଥୀଙ୍କ ପ୍ରଚାର ସେତେ ଜୋରରେ ବୃଦ୍ଧି ପାଉଛି।ପଦ୍ମପୁର ନିର୍ବାଚନ ମଣ୍ଡଳୀ ର ଆମ ଆଦମୀ ପାର୍ଟି ବିଧାୟକ ପ୍ରାର୍ଥୀ ବାଲ୍ମୀକି ନାଏକ ଦିନରାତି ଏକ କରି ତାଙ୍କ ପ୍ରଚାର ଜାରି ରଖିଛନ୍ତି।କେତେବେଳେ ପଥପ୍ରାନ୍ତ ନାଟକ ମାଧ୍ୟମରେ ତ କେତେବେଳେ ବିରାଟ ରାଳି କରି ଲୋକଙ୍କୁ ନିବେଦନ କରୁଛନ୍ତି।ଆଜି ଆପ ବିଧାୟକ ପ୍ରାର୍ଥୀ ବାଲ୍ମୀକି ନାଏକ ଙ୍କ ନେତୃତ୍ୱରେ ପଦ୍ମପୁର ନିର୍ବାଚନ ମଣ୍ଡଳୀ ପାଇକମାଲ ବ୍ଲକ ଅନ୍ତର୍ଗତ ମାଣ୍ଡିଆଢ଼ିପା, କେନାବୁଦା, କରଳାମୁଡ଼ା, କୋକନାରା, ଡୁଙ୍ଗୁରିପାଲି, ମିଠାପାଲି, ଗୁରୁଣ୍ଡା, କୋଲନୀ, ମନୋହରପାଲି, ଗୌଡ଼ମାଲ, ବର୍ତ୍ତୃଣ୍ଡା, ନିଲାଥର, ଡୁମେରବାହାଲ, ମୁନେକେଲ, ବରପାଲି, ଇତ୍ୟାଦି ଗ୍ରାମରେ ଘରକୁ ଘର ବୁଲି ଭୋଟ୍ ଭିକ୍ଷା କରିଥିଲେ। ନିଜର ଶତାଧିକ କର୍ମୀଙ୍କ ସହ ପହଂଚି ଆମ ଆଦମୀ ପାର୍ଟି କୁ ଭୋଟ୍ ଦେବାକୁ ନିବେଦନ କରିଥିଲେ। ନିଜ ଅନ୍ଦାଜ ରେ ଭୋଟ୍ ମାଗୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା।