BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଝାରବନ୍ଧ, ୧୧/୫ (ପଶ୍ଚିମ ଓଡିଶା ବାର୍ତ୍ତା): ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଟୁହୁଙ୍ଗୀଦାଦର ଠାରେ କଂଗ୍ରେସ ର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ଟଙ୍କଧର ସାହୁ ଙ୍କ ନୀତି ଆଦର୍ଶ ଓ ବିକାଶଧାରାରେ ଅନୁପ୍ରାଣିତ ହୋଇ  ଝାରବନ୍ଧ ବ୍ଲକ ଅମଠି ଗ୍ରାମର ଦିଲେଶ୍ୱର ବାଗ, ହରିହର ଵାଲାମ, ଶକ୍ତି ଗ୍ରାମର ପୂର୍ବତନ ସମିତି ସଭ୍ୟ ଉପେନ୍ଦ୍ର ସାହୁ,ହେମସାଗର ସାହୁ, ଡିଗେଶ୍ୱର ମାଝୀ, ସୁକଲାଲ ପୋଢ଼, ଜୟକୃଷ୍ଣ ତାଣ୍ଡି ଙ୍କ ସହ ପ୍ରମୁଖ ବିଜେଡି କର୍ମି କଂଗ୍ରେସ ରେ ଯୋଗଦେଇଥିଲେ।ଏହି ଅବସରରେ ବିଧାୟକ ପ୍ରାର୍ଥୀ ଟଙ୍କଧର ସାହୁ, ଯୁବନେତା ମୁଜାଫର ହୁସେନ ଉପସ୍ଥିତ ରହି ନୂତନ କଂଗ୍ରେସ କାର୍ଯ୍ୟକର୍ତା ମାନଙ୍କୁ ସ୍ୱାଗତ କରିଥିଲେ।