କଳାହାଣ୍ଡି, ୧୦/୪ ପଶ୍ଚିମ ଓଡିଶା ବାର୍ତ୍ତା (ରୋହିତ ବାଗ): କଳମପୁର ବ୍ଲକ ବଙ୍କାପଳା ଗ୍ରାମରେ ଗତ ତା.୨୯/୦୩ ଠାରୁ ଖେଳ ଆରମ୍ଭ ହୋଇଥିଲା ତା.୧୦/୦୪ ରେ ଶେଷ ହୋଇଯାଇଛି, ସମୁଦାୟ ଟିମ ୨୪ଟି ଖେଳ ପରିଦର୍ଶନ କରିଥିଲେ, କ୍ରୀଡା ସଂଗଠନ ର ସଭାପତି ଭରେନ୍ଦ୍ର ବାଗ, ଉପସଭାପତି ଜୟନ୍ତ ନାଗ ଓ କମିଟିର ସମସ୍ତ ସଦଶ୍ୟ ମିଶି ଖେଳକୁ ଆଗେଇ ନେଇଁ ଥିଲେ, ଉଦୟନାଥ କୁମାରଙ୍କ ସୁପୁତ୍ର ବିଦ୍ୟାଧର କୁମାରଙ୍କ ସଭାପତିତ୍ୟରେ ସଭା ଅନୁଷ୍ଠିତ ହୋଇଥିଲା, କଳମପୁର ଜୋନ ୨ର ଜିଲ୍ଲାପରିଷଦ ନିବେଦିତା ହଂସ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇଥିଲେ, ଫାଇନାଲ ଖେଳରେ ଅମପିଆର ଭାବରେ ଦାୟିତ୍ୱ ତୁଲାଇଥିଲେ ବିପିନ ବଛା ଓ ସୌରଭ କୁମାର, ଏହି ଖେଳ ରେ ଚମ୍ପିୟାନ ବିଜୟୀ କରିଥିଲେ ମୂଖିଗୁଡା କ୍ରିକେଟ ଟିମ, ଓ ଉପବିଜୟତା ବଳାଗାଁ, ଧାରାବିବରଣି ଶାଶ୍ୱତ କୁମାର ପଣ୍ଡା ଓ ଦିନେଶ ଲହଜଳ ଦାୟିତ୍ୱ ତୁଲାଇଥିଲେ।ଚମ୍ପିୟାନ ୟୁଟୁବ ଚେନାଲ ମାଧ୍ୟମରେ ଅନଲାଇନ ରେ ପ୍ରସାରଣ କରିଥିଲେ! ବିଜେତା ଟିମ କୁ ୨୫୦୦୦ ଟଙ୍କା ଏବଂ ଉପବିଜେତା ଙ୍କୁ ୧୫୦୦୦ ଟଙ୍କା ପୁରଷକୃତ କରାଗଲା ।