BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଭେଡେନ, ୧୫/୪ ପଶ୍ଚିମ ଓଡିଶା ବାର୍ତ୍ତା (ଭବାନୀ ଶଙ୍କର ପାଢ଼ୀ): ବରଗଡ ଜିଲ୍ଲା ସଂକ୍ରିଡା ପଞ୍ଚାୟତ ର ଝରାପାଲି ଠାରେ ୧୨ତମ କ୍ରିକେଟ ର ପ୍ରିମିଅର ଲିଗ ମେଚ ଉଦଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ସଂକ୍ରିଡା ପଂଚାୟତ ସମିତି ସଭ୍ୟ ଚାଷୀଗିରି ନଈ ଉଦଘାଟନ କରିଥିଲେ। ପ୍ରଥମ ମେଚ ଗ୍ରୀନ ଚେଲେଞ୍ଜଜର ଓ ବ୍ଲୁ ଡାଇମଣ୍ଡ ମଧ୍ୟ ଅନୁଷ୍ଠିତ ହୋଇଥିଲା, ଏଥିରେ ବ୍ଲୁ ଡାଇମଣ୍ଡ ଦଳ ବିଜୟୀ ହୋଇଥିଲେ। ଏହି ପ୍ରିମିଅର ଲିଗ ମେଚ ସହଯୋଗ କରିଥିଲେ, ସଂକ୍ରିଡା ପେକ୍ସ ର ସଭାପତି ସୁବ୍ରତ କୁମାର ଚାନ୍ଦ, ଆକାଶ ସାହୁ, ମାନସ ନଈ, ହରିହର ମହାକୁର, ରିତେଶ ମାଝି, ଆଦିତ୍ୟ ବଗର୍ତ୍ତୀ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।