BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ପଦ୍ମପୁର, ୧୦/୩ (ପଶ୍ଚିମ ଓଡିଶା ବାର୍ତ୍ତା): ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ରାଜବୋଡାସମ୍ବର ବ୍ଲକ ଅନ୍ତର୍ଗତ ଫଳସାପାଲି ପଞ୍ଚାୟତ ଘନାମାଲ ଠାରେ ଜଗନ୍ନାଥ କ୍ଲବ ପକ୍ଷରୁ ଲାବାରୋ ବେଶ୍ରା ମେମୋରିଆଲ ଦିନିକିଆ ଫୁଟବଲ  ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି।ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବିଜେଡି ବିଧାୟକ ଆଶାୟୀ ପ୍ରାର୍ଥୀ ଶ୍ରୀମାନ ପ୍ରୀତମ ମେହେର ଯୋଗଦେଇ ଶୁଭ ଉଦଘାଟନ କରିଥିବାବେଳେ ସମ୍ମାନିତ ଅତିଥି ଭାବରେ ଶ୍ରୀମାନ ପରମାନନ୍ଦ ସାହା, ଶ୍ରୀମାନ ଚିତ୍ତରଂଜନ ବେଶ୍ରା, ଶ୍ରୀମତୀ ସନ୍ତୋସିନୀ ବେଶ୍ରା ଯୋଗଦେଇ ଖେଳାଳି ଙ୍କୁ ଉତ୍ସାହିତ କରିଥିଲେ। ସଞ୍ଜୀବ ଶୁକ୍ଳା, କୌଶିକ ସାହୁ ପ୍ରମୁଖ ସହଯୋଗ କରିଥିଲେ।