BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ଝାରବନ୍ଧ, ୧୨/୩ (ପଶ୍ଚିମ ଓଡିଶା ବାର୍ତ୍ତା): ବରଗଡ ଜିଲ୍ଲା ପଦ୍ମପୁର ନିର୍ବାଚନ ମଣ୍ଡଳୀ ଝାରବନ୍ଧ ବ୍ଲକ ଅନ୍ତର୍ଗତ ଭଣ୍ଡାରଜୋରି ଗ୍ରାମରେ ମାଁ ବିନ୍ଧ୍ୟବାସିନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ ସୋମବାର ଉଦଘାଟିତ ହୋଇଯାଇଛି। ମଙ୍ଗଳବାର ଦ୍ୱିତୀୟ ଦିବସରେ ଆମ ଆଦମୀ ପାର୍ଟିର ବିଧାୟକ ଆଶାୟୀ ପ୍ରାର୍ଥୀ ବାଲ୍ମୀକି ନାୟକ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଖେଳାଳୀ ଙ୍କୁ ଉତ୍ସାହିତ କରିଥିଲେ। ଶ୍ରୀ ନାୟଙ୍କ ଙ୍କୁ ଗ୍ରାମବାସୀ ଫୁଳ ତୋଡ଼ା ଦେଇ ବାଜାର ତାଳେ ତାଳେ ପଡ଼ିଆ କୁ ପାଛୋଟି ନେଇଥିଲେ।ଏହି କାର୍ଯ୍ୟକ୍ରମ ରେ ବ୍ଲକ ସଭାପତି ଭଗବାନ ବେହେରା, ସମ୍ପାଦକ ଡୋଲାମଣି ନାଏକ, ଝାରବନ୍ଧ ବ୍ଲକ ପ୍ରବକ୍ତା ପଦ୍ମନ ରଣା, ସାଗର ବଣିଆ, ସାଗରୋ ବାଗ ରାଜୁ, ଗୌତମ, ରାଜେଶ ମହେନ୍ଦ୍ର, ଯୋଗେଶ୍ୱର, ତେଜ, ମନୋଜ ପ୍ରମୁଖ ଉପସ୍ଥିତ ଥିଲେ।