ବୌଦ୍ଧ:(ରଞ୍ଜନ କୁମାର ପାତ୍ର)-ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ପଲଶାଗୋରା ଶିଶୁମନ୍ଦିର ର 8ଜଣ ଛାତ୍ରଛାତ୍ରୀ ଚଳିତ ବର୍ଷ ନବୋଦୟ 6ଶ୍ରେଣୀରେ ନାମ ଲେଖାଇବା ପାଇଁ ପ୍ରବେଶିକା ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି |ଶିଶୁମନ୍ଦିରର ଛାତ୍ରୀ ସିଦ୍ଧି ନାଏକ,ଓମଶ୍ରୀ ପ୍ରଧାନ,ପୂନ୍ୟଜା ଗୁରୁ,ଶ୍ରଦ୍ଧାଞ୍ଜଳି ଗୋଛାୟତ ଓ ଛାତ୍ର ସ୍ୱୟଂ ମହାକୁର,ୟିସରାଜ ନାଏକ,ତତ୍ତ୍ୱଦର୍ଶୀ ନାଏକ,ଟାର୍ଜନ ସେଠୀ ଉକ୍ତ ପ୍ରବେଶିକା ପରୀକ୍ଷାରେ ନାମଲେଖେଇବା ପାଇଁ ଯୋଗ୍ୟତା ଅର୍ଜନ କରିଥିବାରୁ ବିଦ୍ୟାଳୟ ଶିଶୁମନ୍ଦିର ଗୁରୁଜୀ ଗୁରୁମା ତରଫରୁ ଶୁଭେଚ୍ଛା ଜଣାଇଛନ୍ତି |