BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ ରେ ଆଜି  କର୍ଲାମୁଣ୍ଡା ବ୍ଲକ ବୋରପଦର ଗ୍ରାମର ୬ ବର୍ଷ ଝିଅ ର ସଂଗୀତ ସାହୁ ବାଇକ ଦୁର୍ଘଟଣା ର ଶିକାର ହୋଇ ବହୁତ ଗୁରୁତ୍ୱର ହୋଇଥଲେ l ଭବାନୀପାଟଣା ମୁଖ୍ୟ ଚିକିତ୍ସାଲୟ ତାଙ୍କୁ ଭର୍ତି କରାଯାଇଥିଲା l ବୋରପଦର ଗ୍ରାମ ର ବୀରେନ୍ଦ୍ର ସାହୁ କଳାହାଣ୍ଡି ବିଜେଡି ଜିଲ୍ଲା ଉପସଭାପତି ତଥା ଶ୍ରୀଯୁକ୍ତ ଚିତ୍ତରଞ୍ଜନ ମଣ୍ଡଳ (ବାବୁଲି ମଣ୍ଡଳ )ଙ୍କୁ ଫୋନ ଯୋଗେ ଜଣାଇ ଥିଲେ  ସେ ଜାଣିବା ପରେ ତୁରନ୍ତ ଶ୍ରୀ ମଣ୍ଡଳ ଡାକ୍ତର ଖାନା କୁ ଆଣି ନିଜେ ଉପସ୍ଥିତ ରହି ଡାକ୍ତର ମାନଙ୍କ ସହ ଆଲୋଚନା କରି ଝିଅ କୁ ଭର୍ତି କରି ଚିକିତ୍ସା କରାଇଥିଲେ ଓ ଶୀଘ୍ର କେମିତି ଭଲ ସେ ବିଷୟରେ ଡାକ୍ତର ମାନଙ୍କ ସହିତ ଆଲୋଚନା କରିଥିଲେ l

*କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ରୁ ବିରଞ୍ଚି କରୁଆଁ ଙ୍କ ରିପୋର୍ଟ*