BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ସୁବର୍ଣ୍ଣପୁର:(ଉଗ୍ରସେନ କର୍ମୀ)-ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଅନ୍ତର୍ଗତ ରୁଣ୍ଡିମହୁଲ ଗ୍ରାମ  ର ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣ ରେ  କେୟାର ନେତ୍ରମ୍ ଦ୍ୱାରା ଚକ୍ଷୁ ପରୀକ୍ଷା ଶିବିର ଅନୁଷ୍ଠିତ ହୋଇଯାଇଛି l ଏହି ଶିବିର କୁ ଆନୁଷ୍ଟା ନିକ ଭାବେ ମନୋଜ ମହାନ୍ତି ଉତ୍ ଘାଟନ କରିଥିଲେ କେୟାର ନେତ୍ରମ୍ ର ଡକ୍ଟର ରୁନୁ ନାୟକ ଙ୍କ ସମେତ ଅଶୋକ ସୋରୋଭଙ୍ଗ ଓ ସୁମତି ଭୋଇ ଶିବିର ରେ ଲୋକ ଙ୍କ ଚକ୍ଷୁ ପରୀକ୍ଷା କରିବା ସହିତ ଚଷମା ବଣ୍ଟନ କରିଥିଲେ l ଏହି ଶିବିର ରେ ପଚାଶ ରୁ ଉର୍ଦ୍ଧ୍ୱ ପୁରୁଷ ଓ ମହିଳା  ନିଜ ନିଜ ଚକ୍ଷୁ ପରୀକ୍ଷା କରିଥିଲେ | ଏହି ଶିବିର କୁ ପୂର୍ବତନ ସରପଂଚ ସନତ କୁମାର ବାରିକ ଓ ରତନ ପାଣ୍ଡେ ସହଯୋଗ କରିଥିଲେ ।