ଭବାନୀପାଟଣା:- କଳାହାଣ୍ଡି ଜିଲ୍ଲା ମୁଖ୍ୟଡାକ୍ତରଖାନା ପୁଣି ଚର୍ଚ୍ଚାରେ, ରୋଗୀକୁ ମିଳିଲା ନାହିଁ ଷ୍ଟ୍ରେଚର ହାତରେ ରୋଗୀକୁ ବୋହିଲେ ଆତ୍ମୀୟ ସ୍ୱଜନ, ବିଭାଗୀୟ କର୍ମଚାରୀ ଟ୍ରାଚ ର ଅଭାବ, ଥିବା କହୁଥିବା ବେଳେ ପୁଣି ଦାନ ମାଝୀ ଭଳି ଦୃଶ୍ୟ ପ୍ରତୀୟ ମା ନ ହେଉଛି., ମୁଖ୍ୟ ଡାକ୍ତର ଖାନରେ ରୋଗୀଙ୍କୁ ନେବା ପାଇଁ ସୁବିଧା ନ ମିଳିବା ଏକ ଚର୍ଚାର ବିଷୟ. ଘଟଣା ଘଟିଛି ଭବାନୀପାଟଣା ରାମ ସାଗର ପଡା ର ଚଞ୍ଚ ଚଲା ରାଉତ ବୟସ ପ୍ରାୟ 65ହେବ ଦେହ ଦୁର୍ବଳ, ବିପି ଇତ୍ୟାଦି ରୋଗ ଥିବାରୁ ଜିଲ୍ଲା ମୁଖ୍ୟ ଡାକ୍ତର ଖାନା ରେ ଚିକିତ୍ସା ପାଇଁ ଆଣିଥିଲେ, କିନ୍ତୁ ଦୁଃଖ ର କଥା ଯେ ନିରୀହ ମୁର୍ମୁଷୁ ରୋଗୀଙ୍କୁ ନେବା ପାଇଁ କୌଣସି ସୁବିଧା ନ ମିଳିବାରୁ ହାତ ରେ ବୋହି ବୋହି ଆତ୍ମୀୟ ମାନେ ନେଉଥିଲେ, ରୋଗୀକୁ ଅଣଦେଖା କରିବା ସହ, ଅମୁଲେନ୍ସ ମଧ୍ୟ୍ୟ ଯୋଗାଇ ଦେଲେ ନାହିଁ ଫଳରେ ୱା ଲ ଟିଅ ର କୁ ଭଡା ଗାଡି ଯୋଗାଡ଼ କରି ନେଉଥିବା ପ୍ରକାଶ, ମାନେ ଦାନ ମାଝୀ ର ଘଟଣା ମାନେ ପଡେ, କଳାହାଣ୍ଡିଆ( ଭାଷାରେ ସେ ରାଣୀ କେ ସେ ଦୁଃଖ ଘର କରା କାଏ ସୁଖ,)ସରକାରୀ ସୁବିଧା କେତେ ବେଳେ କାହାକୁ ବଡ଼ ବଡ଼ିଆ କି ଏପରି ଚଞ୍ଚଲା ରାଉତ କୁ...... ?..
*କଳାହାଣ୍ଡି ରୁ ବିରଞ୍ଚି କରୁଆଁ ରିପୋର୍ଟ*