BREAKING NEWS

    ★👆NEWS UPDATE👆★       

TIME & INFO

ବିଶ୍ୱ ପର୍ଯ୍ୟଟନ ଦିବସ ଉପଲକ୍ଷେ "ପଶ୍ଚିମ ଓଡିଶା ବାର୍ତ୍ତା"ର ଅଗଣିତ ପାଠକ, ଶୁଭେଚ୍ଛୁ, ସମ୍ବାଦ ଦାତା, ବିଜ୍ଞାପନ ଦାତା ତଥା ହିଂତାକାଂକ୍ଷୀ ମାନଙ୍କୁ ଅନେକ ଅନେକ ଅଭିନନ୍ଦନ ସହ ଶୁଭେଚ୍ଛା 💐🙏

ପଦ୍ମପୁର:(ପଶ୍ଚିମ ଓଡିଶା ବାର୍ତ୍ତା)-ପଦ୍ମପୁର ରେ ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳ ସିବିଏସଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ଛାତ୍ରଛାତ୍ରୀ ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଅଭୂତପୂର୍ବ ସଫଳତା ହାସଲ କରିଛନ୍ତି।ରାଜୁ ମେହେର ୯୬% ରଖି ସର୍ବୋଚ୍ଚ ସ୍ଥାନ ରଖିଥିଲା ବେଳେ ସ୍ଥିତପ୍ରଜ୍ଞ ସାହୁ ୯୩.୪% ,ନୌସୀନ ଫାତିମା ୯୩.୨% ,ପ୍ରିୟାନଂଶୁ ରଞ୍ଜନ ସାହୁ ୯୨.୨%,ଅଙ୍କିତ ସାହୁ ୯୧.୬%,ଶୋଭନା ପ୍ରଧାନ ୯୧.୬% ,ପ୍ରିୟରଞ୍ଜନ ସୁନାନୀ ୯୧.୪,ସୌରଭ ପ୍ରାଧାନ ୯୧%,ରାଜ ଭିଲେପରିଆ ୯୦.୮% ,ଶିବାନି ଅଗ୍ରୱାଲ ୯୦.୬%,ଭାର୍ଗବିନି ବେହେରା ୯୦.୨%  ରଖିଛନ୍ତି।୨୪ ଜଣ ୮୦%ରୁ ୮୯%ଉପରେ ମାର୍କ ରଖିଥିଲା ବେଳେ 30 ଜଣ ୭୦% ରୁ ୭୯% ମାର୍କ ରଖିଛନ୍ତି ଏବଂ ସବୁ ଛାତ୍ରଛାତ୍ରୀ ପ୍ରଥମ ଶ୍ରେଣୀ ଉତ୍ତୀର୍ଣ୍ଣ ହୋଇଛନ୍ତି।
ସେହିପରି ଦ୍ୱାଦଶ ଶ୍ରେଣୀ ରେ ଆୟୁଷ ଅଗ୍ରୱାଲ ୯୨%ରଖି ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ରିତୁନ ସାହୁ ୮୬.୪%,ତୁଷାର ସାହୁ ୮୫.୪%,ଅମନ ପତି ୮୦.୬%,ପୂଜାରାଣୀ ବେହେରା ୭୯.୬%,ହୃଷିକେଶ ପଟେଲ ୭୮%,ସୌରଭ କୁମାର ସାହୁ ୭୭.୨%,ଶିଳ୍ପା ସୁଚରୀତା ଜେନା ୭୭%,ପ୍ରତୀକ ମିଶ୍ର ୭୫.୮%,ଶେଖର ପ୍ରସାଦ ସାହୁ ୭୫.୮% ରଖିଥିବା ବେଳେ ସମସ୍ତେ ପ୍ରଥମ ଶ୍ରେଣୀ ରେ ଉତ୍ତୀର୍ଣ ହୋଇଛନ୍ତି।ଛାତ୍ରଛାତ୍ରୀ ମାନଙ୍କ ସଫଳତା ପାଇଁ ଶୁଭେଚ୍ଛା ର ସୁଅ ଛୁଟୁଛି।